- 105
- 6 813 590
PRASAD LIMA MUSIC
India
Приєднався 13 чер 2015
PRASANSHA RA GANARE | ପ୍ରଶଂସା ର ଗାନରେ | PANKAJ JAAL| NEW CHRISTIAN DEVOTIONAL SONG|PRASAD LIMA MUSIC
FOR BETTER SOUND CLARITY
" USE HEADPHONES "
NEW OFFICIAL VIDEO ......
ପ୍ରସଂଶା ର ଗାନରେ............
PRASANSHA RA GANARE............
ଗୀତ ର ସଂପୂର୍ଣ୍ଣ ଲେଖା -:
ଆ..... ଆ.... ଆ......
ସୁମଧୁର ତାନ ରେ
ପ୍ରଶଂସାର ଗାନରେ ଚମକି ଯାଉ....
ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ (୨ ଥର)
ସେ ଆଦି ଅନନ୍ତ ଆରମ୍ଭ ଓ ଶେଷ (୨ ଥର)
ମୋ ସଦାପ୍ରଭୁ...
ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ
ଅବିରତ ତାହାଙ୍କର ମହିମା ହେଉ (୨ ଥର)
----###------###----##------##----
ସ୍ୱରୂପେ ସେ ସରଜିଲେ ଅତି ଯତନେ
କରିବାକୁ ଗୁଣଗାନ ତାହାଙ୍କ ନାମେ
ଆସୁ ଯେତେ ପ୍ରଲୋଭନ ପରୀକ୍ଷା ମାନ
ଓଠେ ମୋର ଥାଉ ସଦା ଯୀଶୁଙ୍କ ନାମ (୨ ଥର)
ପ୍ରଂଶସାରେ ବାସକାରୀ ସେ ଚିର ସ୍ୱୟମ୍ଭୁ... (୨ ଥର)
ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ
ଅବିରତ ତାହାଙ୍କର ମହିମା ହେଉ
----###----###----####---###--
ଭଙ୍ଗା ଚୁନା ଅନ୍ତର ମୋ ସୁଗ୍ରାହ୍ଯ ବଳି
ଯୀଶୁଙ୍କର ଶ୍ରୀପୟରେ ସମର୍ପି ଦେଲି
ଅନୁଗ୍ରହ ସିଂହାସନେ ବିରାଜମାନ
ଢାଳି ଦେବେ ସରଗରୁ ଆଶିଷ ଦାନ (୨ ଥର)
କରି ତାଙ୍କ ସ୍ତବ ଗାନ ମୋ ଜୀବନ ବିତୁ... (୨ ଥର)
ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ
ଅବିରତ ତାହାଙ୍କର ମହିମା ହେଉ...
ସୁମଧୁର ତାନ ରେ...
AUDIO CREDITS :-
Music Banner : PRASAD LIMA MUSIC
Singer : PANKAJ JAAL
Music : PRASAD LIMA
Lyrics : TAITAS PAL
Arrengements by : SMILE PANI
Recording at : Studio PURNIMA (TITLAGHARH)
Recording : JALANDHAR
Mastering by : PANKAJ JAAL
VIDEO CREDITS :-
In Frame : PANKAJ JAAL
D.O.P / Camera : CHANDAN BHAI
Editing: : CHANDAN BHAI
Project Manager : SISIR LIMA
Thumbnail designed by : CHANDAN BHAI
Special thanks : Sarat Chandra Bardhan
------------------------------------------
ସମସ୍ତ ଶ୍ରୋତା ମଣ୍ଡଳୀ ଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମ ନେଇ ନମସ୍କାର ଜଣାଉ.......🙏
ଗୀତସହିଁତା ୮୧ : ୧ - ୨
ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ବରଙ୍କ ଉଦ୍ଦେଶ୍ୟର ଉଚ୍ଚ ସ୍ୱରରେ ଗାନ କର; ଜାକୁବର ପରମେଶ୍ବରଙ୍କ ଉଦ୍ଦେଶ୍ୟର ଜୟଧ୍ୱନି କର ।
ଗୀତ ଉଠାଅ ଓ ଦାରା, ନେବଲ ସହିତ ମନୋହର ବିଣାଜନ୍ତ୍ର ଆଣ ।
ପ୍ରକୃତରେ ଖ୍ରୀଷ୍ଟିୟ ଜୀବନରେ ମନୁଷ୍ୟକୁ ଦ୍ୱନ୍ଦ୍ୱ ଦୁଇଟି ବିପରୀତ ଦିଗକୁ ଟାଣି ନେଇଯାଉଛି, କେଉଁ ପଥରେ ଯିବାର ଅଛି , ପ୍ରଭୁରେ ଥାଇ ବି ମନୁଷ୍ୟ ଉତ୍ତମ ପଥର ସ୍ଥିର କରିପାରୁ ନାହିଁ | କିନ୍ତୁ ଆପଣ କେବଳ ଗୋଟିଏ ଉପାୟ ବାଛିପାରିବେ , ତାହା ଈଶ୍ୱରଙ୍କୁ ଗୌରବ ମହିମା ଦେବାର ପଥ ....
ପବିତ୍ର ଧର୍ମଶାସ୍ତ୍ର ବାଇବଲରେ ପବିତ୍ର ଲୋକଙ୍କ ଜୀବନରେ ଅନେକ ବିବାଦ ସମସ୍ୟା ଦେଖା ଦେଇଛି , କିନ୍ତୁ ଯେଉଁ ମାନେ ଈଶ୍ବରଙ୍କ ପବିତ୍ର ପଥକୁ ଅନୁସରଣ କରିଛନ୍ତି ପରମେଶ୍ବର ସେମାନଙ୍କ ଜୀବନରେ ସର୍ବଦା ସହବର୍ତ୍ତୀ ହୋଇଛନ୍ତି |
ତେବେ ଆମ୍ଭମାନଙ୍କ ପବିତ୍ର ଜୀବନ ଏବଂ ପ୍ରାର୍ଥନା ର ବ୍ୟକ୍ତିଗତ ବଳିଦାନ ଦ୍ଵାରା ସେ ମହାମହିମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରି ଅନନ୍ତ ଜୀବନ ଲାଭ ର ସୌଭାଗ୍ୟ ନେଉ...... ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ପରିମାଣ ରେ ଆଶିର୍ବାଦ କରନ୍ତୁ (ଆମେନ୍)
#ପ୍ରସଂଶାରଗାନରେ
#Prsansharaganare
#Pankajjaal
#PrasdLimaMusic
#PrasdLimaMusic
#NewChristianSong
#DeeptiRekhaSong
#ShashankSekharSong
#RiturajDeeptirekhaSong
#NewMantuchuriaChristianSong
#MantuchuriaSambalpurisongs
#NewHumanSagarSongs
#NewHumanSagarChristianSong
#NewAmitPaniChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum
#odiajesussong
#newchristiansongs
#trendingsongs
#newTrendingChristianSongs

Переглядів: 9 101
Відео
ପ୍ରଶଂସା ର ଗାନରେ | PRASANSHA RA GANARE | PANKAJ JAAL | NEW TEASER CHRISTIAN SONG|PRASAD LIMA MUSIC
Переглядів 3,8 тис.Місяць тому
FOR BETTER SOUND CLARITY " USE HEADPHONES " NEW OFFICIAL VIDEO ...... ପ୍ରସଂଶା ର ଗାନରେ............ PRASANSHA RA GANARE............ ଗୀତ ର ସଂପୂର୍ଣ୍ଣ ଲେଖା -: ଆ..... ଆ.... ଆ...... ସୁମଧୁର ତାନ ରେ ପ୍ରଶଂସାର ଗାନରେ ଚମକି ଯାଉ.... ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ (୨ ଥର) ସେ ଆଦି ଅନନ୍ତ ଆରମ୍ଭ ଓ ଶେଷ (୨ ଥର) ମୋ ସଦାପ୍ରଭୁ... ଉଚ୍ଚୀକୃତ ସଦା ଯୀଶୁ ନାମଟି ହେଉ ଅବିରତ ତାହାଙ୍କ ମହିମା ହେଉ (୨ ଥର) ସ୍ୱରୂପେ ସେ ସରଜିଲେ ଅତି ଯତନେ କରିବାକୁ ଗୁଣଗ...
SAHARA || साहारा || HUMAN SAGAR || NEW HINDI CHRISTIAN DEVOTIONAL SONG || PRASAD LIMA MUSIC 2024
Переглядів 25 тис.2 місяці тому
FOR BETTER SOUND CLARITY " USE HEADPHONES " PRASAD LIMA MUSIC BAND PRESENTS ...... A NEW OFFICIAL VIDEO ...... SAHARA.... AUDIO CREDITS :- Music Banner : PRASAD LIMA MUSIC Singer : HUMAN SAGAR Lyrics / Music : PRASAD LIMA Arrengements by : SHANTIRAJ KHOSLA Vocal Recording at : Studio B.M (CUTTACK) Recording / Mastering : MANUDAA VIDEO CREDITS :- Casting : PRASAD LIMA & TEAM D.O.P / Camera : GOU...
ସ୍ଵୟଂଭୂ | SWAYAMBHU | ANURADHA PANIGRAHI | NEW OFFICIAL CHRISTIAN DEVOTIONAL SONG|PRASAD LIMA MUSIC
Переглядів 33 тис.3 місяці тому
FOR BETTER SOUND CLARITY " USE HEADPHONES " NEW OFFICIAL VIDEO ...... ସ୍ଵୟଂଭୂ ............ SWAYAMBHU ............ ଗୀତ ର ସଂପୂର୍ଣ୍ଣ ଲେଖା -: ଆ.... ଆ...... ଆ ସା ସା ନି ନି ସାରେ ସାରେ .... ସା ସା ନି ନି ସାରେ ସାରେ ...... ପାମା ଧାପା ମାଗା ମାରେ ..... ଗାରେ ସାନି ସା..... ସା ସା ନି ନି ସାରେ ସାରେ .... ସା ସା ନି ନି ସାରେ ସାରେ ...... ଗାମା ନିପା ମାଗା ମାରେ.... ଗାରେ ସାନି ସା..... ସେ..... କ୍ଷମା ସେ .... ଶାନ୍ତି ସେ ... ପ୍ରେମ ସେ ...
SWAYAMBHU| ସ୍ଵୟଂଭୂ |ANURADHA PANIGRAHI|OFFICIAL TRAILER|CHRISTIAN DEVOTIONAL SONG|PRASAD LIMA MUSIC
Переглядів 16 тис.3 місяці тому
FOR BETTER SOUND CLARITY " USE HEADPHONES " OFFICIAL TRAILER ...... ସ୍ଵୟଂଭୂ ............ SWAYAMBHU ............ AUDIO CREDITS :- Music Banner : PRASAD LIMA MUSIC Singer : ANURADHA PANIGRAHI Lyrics / Music : PRASAD LIMA Music Scoring by : SUBHAM SAMAL ( BAPI) Recording at : Studio S B RECORD INN (Rayagada) Recording & Mastering by : BYOMKESH MOHANTY VIDEO CREDITS :- In Frame : ANURADHA D.O.P / C...
BANDANA || ବନ୍ଦନା || HUMAN SAGAR || NEW ODIA CHRISTIAN DEVOTIONAL VIDEO SONG || PRASAD LIMA MUSIC
Переглядів 132 тис.5 місяців тому
FOR BETTER SOUND CLARITY " USE HEADPHONES " Instagram link for Reels reelsaudio/2069723366747708/ NEW OFFICIAL VIDEO SONG ...... ବନ୍ଦନା .... BANDANA.... ଗୀତର ସମ୍ପୂର୍ଣ୍ଣ ଲେଖା:- ପାନି ପାନି ସାନି ସାନି ନିସା ନିସା ଗାସା ଗାସା ଗାମାପା ଗାମାପା ଗାମାପା ଗାମାପା ସାଗାମା ସାଗାମା .. ହେ ସ୍ରଷ୍ଟା ଏହି ସୃଷ୍ଠିର ଇଶ୍ଵର ସ୍ୟୟମ୍ଭୁ ପରେମଶ୍ବର ... (୨ ଥର) ଆଦିକର୍ତା ଏହି ବିଶ୍ଵର ପରାକ୍ରମୀ ରାଜା ମୋହର ଧର୍ମମୟ ସର୍ବ ପ୍ରାଣୀର ଯୀଶୁ...
ଖ୍ରୀଷ୍ଟ ଙ୍କ ବିଜୟ ଯାତ୍ରା ପର୍ବ ର ଅନେକ ଅନେକ ଶୁଭେଚ୍ଛା, ଶୁଭ କାମନା ସହ ଅଭିନନ୍ଦନ| ବନ୍ଦନା | PRASAD LIMA MUSIC
Переглядів 2,1 тис.5 місяців тому
ଖ୍ରୀଷ୍ଟ ଙ୍କ ବିଜୟ ଯାତ୍ରା ପର୍ବ ର ଅନେକ ଅନେକ ଶୁଭେଚ୍ଛା, ଶୁଭ କାମନା ସହ ଅଭିନନ୍ଦନ| ବନ୍ଦନା | PRASAD LIMA MUSIC
BANDANA || ବନ୍ଦନା || HUMAN SAGAR || NEW ODIA CHRISTIAN DEVOTIONAL SONG || PRASAD LIMA MUSIC
Переглядів 8 тис.5 місяців тому
FOR BETTER SOUND CLARITY " USE HEADPHONES " NEW OFFICIAL TRAILER ...... ବନ୍ଦନା .... BANDANA.... AUDIO CREDITS :- Music Banner : PRASAD LIMA MUSIC Singer : HUMAN SAGAR Lyrics : Rev PRAMOD GURU Music : PRASAD LIMA Music Scoring by : SUBHAM SAMAL (Bapi) Vocal Recording at : Studio SAI AUDIO ART SAA , (CUTTACK) Recording / Mastering : AASHISH MAHAPATRA VIDEO CREDITS :- Casting : PRASAD LIMA | ARPIT...
KARAOKE || KANTARA MUKUTA || କଣ୍ଟାର ମୁକୁଟ || NEW ODIA CHRISTIAN DEVOTIONAL || PRASAD LIMA MUSIC
Переглядів 2,2 тис.6 місяців тому
ସଂପୂର୍ଣ୍ଣ ଗୀତର ଲେଖା :- ଆ.. ଆ.. କଣ୍ଟାର ମୁକୁଟ ସେ ମଥାରେ .. ଝରୁଚି ରକତ ସେ ବୁକୁରେ .. ଛକି କାଠେ ଯେ ଝୁଲନ୍ତି .. ହସ୍ତ ପାଦେ ବିନ୍ଧା ହୋଇ କଣ୍ଟାରେ... ଦେଲେ ସେ ଯେ ଜୀବନ କୃଷେ ପ୍ରେମରେ ସାଧିଲେ ପରିତ୍ରାଣ ଅମିୟ ଦାନେ - ୦ - ରକ୍ତ ଭିଜା ତାଙ୍କରି ମୁହଁ...ହାୟ କି ଦାରୁଣ ଯନ୍ତ୍ରଣା କ୍ଷତ ବିକ୍ଷତ ସରିରୁ ବହି ଯାଏ ଧାର ନିରନ୍ତର.. (୨) ନିର୍ଦlଗୀ ନିସ୍ପାପି ବଳିକୃତ ସାଜି ବିସର୍ଜିଲେ ନିଜ ପ୍ରାଣ ... ନିର୍ଦlଗୀ ନିସ୍ପାପି ବଳିକୃତ ସାଜି ପ୍ରକାସିଲେ ଅସୀମ ପ୍ରେମ .. ଦେଲ...
କଣ୍ଟାର ମୁକୁଟ | KANTARA MUKUTA | AMIT PANI | NEW ODIA CHRISTIAN DEVOTIONAL SONG | PRASAD LIMA MUSIC
Переглядів 44 тис.6 місяців тому
FOR BETTER SOUND CLARITY " USE HEADPHONES " NEW OFFICIAL VIDEO .. କଣ୍ଟାର ମୁକୁଟ .... KANTARA MUKUTA .... ସଂପୂର୍ଣ୍ଣ ଗୀତର ଲେଖା :- ଆ.. ଆ.. କଣ୍ଟାର ମୁକୁଟ ସେ ମଥାରେ .. ଝରୁଚି ରକତ ସେ ବୁକୁରେ .. ଛକି କାଠେ ଯେ ଝୁଲନ୍ତି .. ହସ୍ତ ପାଦେ ବିନ୍ଧା ହୋଇ କଣ୍ଟାରେ... ଦେଲେ ସେ ଯେ ଜୀବନ କୃଷେ ପ୍ରେମରେ ସାଧିଲେ ପରିତ୍ରାଣ ଅମିୟ ଦାନେ - ୦ - ରକ୍ତ ଭିଜା ତାଙ୍କରି ମୁହଁ...ହାୟ କି ଦାରୁଣ ଯନ୍ତ୍ରଣା କ୍ଷତ ବିକ୍ଷତ ସରିରୁ ବହି ଯାଏ ଧାର ନିରନ୍ତର.. (୨) ନିର୍ଦlଗ...
KANTARA MUKUTA | କଣ୍ଟାର ମୁକୁଟ | AMIT PANI | NEW OFFICIAL TRAILER | CHRISTIAN SONG| PRASAD LIMA MUSIC
Переглядів 3,4 тис.6 місяців тому
FOR BETTER SOUND CLARITY " USE HEADPHONES " NEW OFFICIAL TRAILER ...... କଣ୍ଟାର ମୁକୁଟ .... KANTARA MUKUTA .... ସଂପୂର୍ଣ୍ଣ ଗୀତର ଲେଖା :- ଆ..... ଆ.... କଣ୍ଟାର ମୁକୁଟ ସେ ମଥାରେ .. ଝରୁଚି ରକତ ସେ ବୁକୁରେ .. ଛକି କାଠେ ଯେ ଝୁଲନ୍ତି .. ହସ୍ତ ପାଦେ ବିନ୍ଧା ହୋଇ କଣ୍ଟାରେ... ଦେଲେ ସେ ଯେ ଜୀବନ କୃଷେ ପ୍ରେମରେ ସାଧିଲେ ପରିତ୍ରାଣ ଅମିୟ ଦାନେ - ୦ - ରକ୍ତ ଭିଜା ତାଙ୍କରି ମୁହଁ...ହାୟ କି ଦାରୁଣ ଯନ୍ତ୍ରଣା କ୍ଷତ ବିକ୍ଷତ ସରିରୁ ବହି ଯାଏ ଧାର ନିରନ୍ତର.. ...
JANTRANA | ଯନ୍ତ୍ରଣା | BARSHAT PANI |SUNDAR KUMAR | OFFICIAL CHRISTIAN VIDEO SONG | PRASAD LIMA MUSIC
Переглядів 9 тис.7 місяців тому
FOR BETTER SOUND CLARITY " USE HEADPHONES " OFFICIAL VIDEO SONG ...... ଯନ୍ତ୍ରଣା ............ JANTRANA ............ ସଂପୂର୍ଣ୍ଣ ଗୀତ ର ଲେଖା :- ପାଇବୁ ଦିନେ ଯନ୍ତ୍ରଣା ଟିଏ ଭୟ ନାହିଁ କି ତୋ ମନେ .... ଭୋଗିବୁ ତୁ ନରକ ରେ କାହିଁ ଅଛୁ ଅଭିମାନେ - ୦ - ଏ ଜଗତରେ ସଂସାର ରେ ଅଛୁ କାହିଁ ଧନ ଲୋଭ ରେ...... ଏ ମିଛ ମାୟା ଜଞ୍ଜାଳ ରେ ରହି ଅଛୁ ଶୟତାନ ରେ..... ତୋର ରଙ୍ଗ ରସ ତୋର ନାନା କଥା କାହିଁ ଚାଲି ଅଛି ଏ ଦୁନିଆ ରେ..... ପାଇବୁ ଦିନେ....... - ୧ - ସବୁ...
JANTRANA | ଯନ୍ତ୍ରଣା | BARSHAT PANI | SUNDAR KUMAR | OFFICIAL TRAILER SONG | PRASAD LIMA MUSIC
Переглядів 3,3 тис.7 місяців тому
FOR BETTER SOUND CLARITY " USE HEADPHONES " OFFICIAL TRAILER ...... ଯନ୍ତ୍ରଣା ............ JANTRANA ............ AUDIO CREDITS :- Music Banner : PRASAD LIMA MUSIC Singer : BARSHAT PANI Lyrics / Music : SUNDAR KUMAR Music Scoring by : KRISSH Recording at : Studio MRR (CUTTACK) Recording & Mastering by : SAKTISWAR MAHAPATRA VIDEO CREDITS :- In Frame : BARSHAT PANI D.O.P / Camera : GOURAV KUMAR Edi...
SWAYAMBHU| ସ୍ଵୟଂଭୂ |ANURADHA PANIGRAHI|OFFICIAL TRAILER|CHRISTIAN DEVOTIONAL SONG|PRASAD LIMA MUSIC
Переглядів 8 тис.8 місяців тому
FOR BETTER SOUND CLARITY " USE HEADPHONES " OFFICIAL TRAILER ...... ସ୍ଵୟଂଭୂ ............ SWAYAMBHU ............ AUDIO CREDITS :- Music Banner : PRASAD LIMA MUSIC Singer : ANURADHA PANIGRAHI Lyrics / Music : PRASAD LIMA Music Scoring by : SUBHAM SAMAL ( BAPI) Recording at : Studio S B RECORD INN (Rayagada) Recording & Mastering by : BYOMKESH MOHANTY VIDEO CREDITS :- In Frame : ANURADHA D.O.P / C...
SUBHA KAMANA | ଶୁଭ କାମନା | ASIMA PANDA |GAURAV ANAND | CHRISTMAS CELEBRATION | PRASAD LIMA MUSIC
Переглядів 4,3 тис.8 місяців тому
PRASAD LIMA MUSIC OFFICIAL PRESENTS VIDEO CREDITS :- In Frame : ASIMA PANDA | GOURAV ANAND Camera : ANIL LIMA Editing: : GOURAV KUMAR Project Manager : SISIR LIMA Thumbnail designed by : PARSURAM SAGARIA 🎈🎄 CHRISTMAS 🎄🎈 🎈🎄 CELEBRATION 🎄🎈 👉ପବିତ୍ର ଧର୍ମଶାସ୍ତ୍ର (ବାଇବଲ୍) ଯିଶାଇୟ ୯:୬ 🔹 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆ...
JISU RAJA | ସମ୍ବଲପୁରୀ ଯୀଶୁ ରାଜା|RUKU SUNA | NEW SAMBALPURI CHRISTIAN SONG | PRASAD LIMA MUSIC |2024
Переглядів 67 тис.8 місяців тому
JISU RAJA | ସମ୍ବଲପୁରୀ ଯୀଶୁ ରାଜା|RUKU SUNA | NEW SAMBALPURI CHRISTIAN SONG | PRASAD LIMA MUSIC |2024
ଜନ୍ମିଲେ ଯୀଶୁ ରାଜା |JANMILE JISU RAJA| ROCK STAR RUKU SUNA| CHRISTMAS SONG TRAILER |PRASAD LIMA MUSIC
Переглядів 8 тис.9 місяців тому
ଜନ୍ମିଲେ ଯୀଶୁ ରାଜା |JANMILE JISU RAJA| ROCK STAR RUKU SUNA| CHRISTMAS SONG TRAILER |PRASAD LIMA MUSIC
ଅମୂଲ୍ୟ ରକ୍ତ | AMULYA RAKTA | DIPTI REKA | OFFICIAL FULL VIDEO | PRASAD LIMA MUSIC | SALIM LIMA
Переглядів 28 тис.Рік тому
ଅମୂଲ୍ୟ ରକ୍ତ | AMULYA RAKTA | DIPTI REKA | OFFICIAL FULL VIDEO | PRASAD LIMA MUSIC | SALIM LIMA
ଅମୂଲ୍ୟ ରକ୍ତ| AMULYA RAKTA| OFFICIAL TRAILER | DIPTI REKA | PRASAD LIMA MUSIC | SALIM LIMA
Переглядів 4,1 тис.Рік тому
ଅମୂଲ୍ୟ ରକ୍ତ| AMULYA RAKTA| OFFICIAL TRAILER | DIPTI REKA | PRASAD LIMA MUSIC | SALIM LIMA
ମିଥ୍ୟାବାଦି ମଣିଷ | MITHYABADI MANISHA | PRASAD LIMA MUSIC OFFICIAL VIDEO | BARSHAT PANI | SUNDAR
Переглядів 43 тис.Рік тому
ମିଥ୍ୟାବାଦି ମଣିଷ | MITHYABADI MANISHA | PRASAD LIMA MUSIC OFFICIAL VIDEO | BARSHAT PANI | SUNDAR
ମିଥ୍ୟାବାଦି ମଣିଷ | MITHYABADI MANISHA | OFFICIAL TRAILER | BARSHAT PANI | SUNDAR | PRASAD LIMA MUSIC
Переглядів 4,4 тис.Рік тому
ମିଥ୍ୟାବାଦି ମଣିଷ | MITHYABADI MANISHA | OFFICIAL TRAILER | BARSHAT PANI | SUNDAR | PRASAD LIMA MUSIC
SE UTTAMA | ସେ ଉତ୍ତମ ସେ ମହାନ | PRASAD LIMA MUSIC OFFICIAL VIDEO | ODIA CHRISTIAN DEVOTIONAL SONG
Переглядів 7 тис.Рік тому
SE UTTAMA | ସେ ଉତ୍ତମ ସେ ମହାନ | PRASAD LIMA MUSIC OFFICIAL VIDEO | ODIA CHRISTIAN DEVOTIONAL SONG
ସେ ଉତ୍ତମ ସେ ମହାନ | SE UTTAMA SE MAHANA | OFFICIAL TRAILER | PRASAD LIMA MUSIC | JORDAN JULIOUS
Переглядів 2,4 тис.Рік тому
ସେ ଉତ୍ତମ ସେ ମହାନ | SE UTTAMA SE MAHANA | OFFICIAL TRAILER | PRASAD LIMA MUSIC | JORDAN JULIOUS
ଚିରନ୍ତନ ପ୍ରେମ | CHIRANTANA PREMA| ANANYA NANDA|NEW ODIA CHRISTIAN OFFICIAL VIDEO| PRASAD LIMA MUSIC
Переглядів 85 тис.Рік тому
ଚିରନ୍ତନ ପ୍ରେମ | CHIRANTANA PREMA| ANANYA NANDA|NEW ODIA CHRISTIAN OFFICIAL VIDEO| PRASAD LIMA MUSIC
ଚିରନ୍ତନ ପ୍ରେମ | CHIRANTANA PREMA| TRAILER | ANANYA SRITAM NANDA | PRASAD LIMA MUSIC | CHRISTIAN SONG
Переглядів 11 тис.Рік тому
ଚିରନ୍ତନ ପ୍ରେମ | CHIRANTANA PREMA| TRAILER | ANANYA SRITAM NANDA | PRASAD LIMA MUSIC | CHRISTIAN SONG
ବାର୍ଷିକ ମହୋତ୍ସବ | ପ୍ରେମ ନିମନ୍ତ୍ରଣ |INVITATION TO PRASAD LIMA MUSIC | ଭ୍ରମରପୂର୍ ମଣ୍ଡଳୀ ଉଦ୍ ଯୋଗ ସମିତି
Переглядів 2,3 тис.Рік тому
ବାର୍ଷିକ ମହୋତ୍ସବ | ପ୍ରେମ ନିମନ୍ତ୍ରଣ |INVITATION TO PRASAD LIMA MUSIC | ଭ୍ରମରପୂର୍ ମଣ୍ଡଳୀ ଉଦ୍ ଯୋଗ ସମିତି
SA HRUDAYE STUTI | ସହୃଦୟେ ସ୍ତୁତି କରିବି |SATYAJIT PRADHAN | PRASAD LIMA MUSIC OFFICIAL VIDEO | 2024
Переглядів 28 тис.Рік тому
SA HRUDAYE STUTI | ସହୃଦୟେ ସ୍ତୁତି କରିବି |SATYAJIT PRADHAN | PRASAD LIMA MUSIC OFFICIAL VIDEO | 2024
ସହୃଦୟେ ସ୍ତୁତି କରିବି | SA HRUDAYE STUTI| TRAILE| SATYAJIT PRADHAN| |PRASAD LIMA MUSIC|CHRISTIAN SONG
Переглядів 5 тис.Рік тому
ସହୃଦୟେ ସ୍ତୁତି କରିବି | SA HRUDAYE STUTI| TRAILE| SATYAJIT PRADHAN| |PRASAD LIMA MUSIC|CHRISTIAN SONG
AJIBI SUBHUCHI | ଆଜିବି ଶୁଭୁଛି କାଲବରି ଚୂଳେ | KAROAKE | PRASAD LIMA MUSIC | GOOD FRIDAY SPECIAL | 2023
Переглядів 3,7 тис.Рік тому
AJIBI SUBHUCHI | ଆଜିବି ଶୁଭୁଛି କାଲବରି ଚୂଳେ | KAROAKE | PRASAD LIMA MUSIC | GOOD FRIDAY SPECIAL | 2023
ସର୍ବ ହରା |SARBA HARA| SHASHANK SEKHAR|NEW ODIA CHRISTIAN SONG PRASAD LIMA MUSIC OFFICIAL VIDEO|2024
Переглядів 38 тис.Рік тому
ସର୍ବ ହରା |SARBA HARA| SHASHANK SEKHAR|NEW ODIA CHRISTIAN SONG PRASAD LIMA MUSIC OFFICIAL VIDEO|2024
Love you jesu baba❤❤❤
ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ। ୧ କରିନ୍ଥୀୟ 13:13 ✝️🙇✝️
This song my life song my past life evils thanks God Thanks you brother God bless you
❤❤❤ ଗୀତ ବହୁତ ଭଲ ଲାଗୁଛି ସାର୍ ❤️❤️❤️ God bless you ❤️🙏
Hallelujah 🙌 Hallelujah 🙏 praise the Lord 🙏 😢 bahut hi sundar prabhunka geeta Jesus bless you all of you 🙂🙏
Amen ✝️❤
Praise the lord
Praise the lord
JESUS
He pravu mo saha sabubele ruho pravu ✝️🙏💗🫀
❤❤❤❤❤❤❤❤❤❤
Lord Jesus is our Savior,He has paid the price to save us,heart touching lyrics, Amit Sir is an amazing gospel singer ✝️🙏🔥💐🤍🙌🛐✝️
Prasad load
❤❤❤❤
Amen 🙏🙏🙏
Praise the Lord🙏 bahuta sundara geeta❤❤
Praise the lord🙏🙏 🛐🛐
All glory to God.... beautiful song
Dhaniyabad pao prabhu tume
ସତରେ ଆଜ୍ଞା ଏହି ଗୀତ ମତେ ବହୁତ୍ ଭଲ ଲାଗିଲା। ଧନ୍ୟବାଦ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ।
Praise the Lord. Excellent 👌👍
🎉🎉👍
Very very heart touching n wonderful song God bless you sister ❤️❤️
Bahut sundar hoichi sir, Apna nka number send Karontu Sir
God lesuoy ❤⭐🌟🌟🌟❤❤❤❤❤❤
Amen 🙏🏻✝️ Thank you Jesus 🙏🏻✝️Amen
Congratulations Human Sagar! ❤ Very good Lyrics❤ Lovely music❤
He pravu mutomoku ajithu aethi pai volo pae karano tome bahut ru bahut volo ,omm prajapataye namah........❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️.............
Praise the lord
Praise the lord 🙏 hallelujah hallelujah 🙏❤❤❤
ସତ କଥା କହିବାକୁ ଗଲେ ମନକୁ ଛୁଇଁଲା ପରି ଗୀତଟେ ହେଇଛି।
Vary vary so nic song amen amen amen❤❤
Please sir ଏହି ଗୀତର track ଦିଅନ୍ତୁ
Pankaj Dara abaz gute alga aye good give ..nice song good bless you all team amen amen amen
Praise the lord 🙏 bohut bhalo lagila👍🙏 God bless you to all team and family members all so thank you so much prosad bhayi aap ke baje se god 🙏 ki yadh ajati he 🙏🙏
Karaoke please
Praise the lord sir 🙏🏻 Beautiful song lyrics Composition wonderful Music arrangement 🎉🎉❤❤❤ Thank u so much 😊😊😊
Praise the lord 🙏 hallelujah